ବଲାଙ୍ଗୀରରେ ଅଭାବନୀୟ ଦୃଶ୍ୟ : ଆମ୍ବୁଲାନ୍ସ ବଦଳରେ ଅଳିଆ ଗାଡିରେ ବୁହାହେଲା ଶବ

Advertisment
ବଲାଙ୍ଗୀରରେ ଅଭାବନୀୟ ଦୃଶ୍ୟ : ଆମ୍ବୁଲାନ୍ସ ବଦଳରେ ଅଳିଆ ଗାଡିରେ ବୁହାହେଲା ଶବ

ବଲାଙ୍ଗୀର : ବଲାଙ୍ଗୀରରେ ଏହି ଅଭାବନୀୟ ଦୃଶ୍ୟ ପୁଣି ଥରେ ସମସ୍ତଙ୍କୁ ବିଚଳିତ କରିଛି । ବଂଚିଥିବା କଥା ଛାଡନ୍ତୁ, ମୃତ୍ୟୁ ପରେ ବି ମିଳୁନି ଗରିବଙ୍କୁ ସମ୍ମାନ। ମୃତଦେହକୁ ବି କରାଯାଉଛି ହତାଦର।

bolangiri deadbodyଅଳିଆ ଗାଡିରେ ବୁହା ହେଉଛି ମୃତଦେହ।  ଜଣେ ବୃଦ୍ଧଙ୍କ ଶବ । ଯିଏ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମୃତଦେହ ଜିଆରପିକୁ ହସ୍ତାନ୍ତର ହେବା ପରେ ଆସିଥିଲା ବଲାଙ୍ଗୀର ହସପିଟାଲକୁ। ସେଠାରେ ମର୍ଗ ନଥିଲା। ଶେଷକୁ ମୁନିସପାଲିଟି ଅଳିଆ ବୁହା ଗାଡିରେ ଲଦା ହେଲା ଶବ। ଏହିପରି ହିନସ୍ତା ହୋଇଥିଲା ଜଣେ ଗରିବ ବୃଦ୍ଧଙ୍କ ମୃତଦେହ। ଯାହା ବ୍ୟଥିତ କରିଛି ବଲାଙ୍ଗୀରର ବୁଦ୍ଧିଜୀବୀଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe