କନକ ବ୍ୟୁରୋ : ହୋଲିରେ ସମସ୍ତେ ମସଗୁଲ ହୋଇଯାଇଥିବା ବେଳେବଲାଙ୍ଗୀରରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ରଂଗଖେଳ । ଲାଲ ଟମାଟୋ କିଣି ଲୋକମାନେ ହୋଲି ଖେଳିଛନ୍ତି । ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ତାଙ୍କୁ ଖୁସି କରିବାକୁ ବଲାଙ୍ଗୀର ବାସିନ୍ଦା ଏପରି ପଦକ୍ଷେପ ନେଇଛନ୍ତି ।
ବଲାଙ୍ଗୀରରେ ନିଆରା ରଂଗଖେଳ ! ଚାଷୀ ମୁହଁରେ ହସ ଫୁଟାଇବାକୁ ଲାଲ ଟମାଟୋରେ ହୋଲି ଖେଳିଲେ ଯୁବ ପିଢୀ
/kanak/media/post_attachments/wp-content/uploads/2017/03/vlcsnap-2017-03-13-13h06m35s394.png)