କନକ ବ୍ୟୁରୋ : ବଲାଙ୍ଗିର ସଦର ଥାନା ଡଙ୍ଗାଘାଟ ଗାଁରେ ଅଭାନୀୟ ଘଟଣା । ନୃଶଂସ ଭାଇର ଆକ୍ରମଣରେ ଉଭଣୀର ମୃତ୍ୟୁ ହୋଇଛି । ଭାଇ ତ୍ରିପୁରା ମଲ୍ଲିକଙ୍କ ଖଣ୍ଡା ଚୋଟରେ ବିବାହିତା ଭଉଣୀ ରାଙ୍ଗବତୀ ମଲ୍ଲିକଙ୍କର ମୃତ୍ୟୁକୁ ନେଇ ଚାଂଚଲ୍ୟ ଖେଳିଯାଇଛି । ତେବେ ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଂଚି ଅଭିଯୁକ୍ତ ଭାଇକୁ ଗିରଫ କରିଛି । ମୃତକ ରାଙ୍ଗବତୀ ୬ ବର୍ଷ ହେବ କୌଣସି କାରଣରୁ ଶାଶୁ ଘର ଛାଡି ବାପ ଘରେ ରହୁଥିଲେ । ତେବେ ଅଭିଯୁକ୍ତ ଭାଇ ଜଣେ ମାନସିକ ରୋଗୀ ବୋଲି ଜଣାପଡିଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us