କଳାହାଣ୍ଡି ଖାଇଚିଆରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ୪ ଜଣଙ୍କୁ ଅଟକ ରଖିଛି ପୁଲିସ

କଳାହାଣ୍ଡି ଖାଇଚିଆରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ୪ ଜଣଙ୍କୁ ଅଟକ ରଖିଛି ପୁଲିସ

କନକ ବ୍ୟୁରୋ : ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । କଳାହାଣ୍ଡି ନର୍ଲା ଥାନା ଖାଇଚିଆ ଗାଁର ନାବାଳିକା ଗତ ୧୯ତାରିଖଠାରୁ ନିଖୋଜ ଥିଲେ । ଗତକାଲି ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପରିବାର ଲୋକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ତେବେ, ପୁଲିସ ଏନେଇ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ନାବାଳିକା ଜଣଙ୍କ ପ୍ରେମ ସଂପର୍କକୁ ନେଇ ଘର ଛାଡି ଚାଲିଯାଇଥିଲେ । ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାଙ୍କ ପରିବାର ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe