କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ଜରତି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ରେଳ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜିଆରପି ପହଞ୍ଚି ତନାଘନା ତଦନ୍ତ କରୁଛି ।
ରେଳ ଲାଇନରେ ପଡ଼ିଛି ୨ ଜଣଙ୍କ ମୃତଦେହ । ମିଳିନି ପରିଚୟ, ଦୁର୍ଘଟଣାରେ ମୃତ୍ୟୁ ନା ଆତ୍ମହତ୍ୟା ହୋଇନି ସ୍ପଷ୍ଟ ।
/kanak/media/post_attachments/wp-content/uploads/2023/11/9-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)