ମାଲକାନଗିରି ସତୀଗୁଡା ଜଳଭଣ୍ଡାରରେ ବୁଡିଲା ଡଙ୍ଗା, ୨ ନିଖୋଜ

Advertisment
ମାଲକାନଗିରି ସତୀଗୁଡା ଜଳଭଣ୍ଡାରରେ ବୁଡିଲା ଡଙ୍ଗା, ୨ ନିଖୋଜ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । ସତୀଗୁଡା ଡ୍ୟାମରେ ୨ ଜଣ ନିଖୋଜ ହୋଇଯାଇଛନ୍ତି । ଜଳଭଣ୍ଡାରରେ ମାଛ ମାରିବାକୁ ଯାଇଥିବା ବେଳେ ପବନ ହେବାରୁ ସେମାନେ ନିଖୋଜ ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe