ରାଜଧାନୀରେ ବଢୁଛି କୋଭିଡ ସଂକ୍ରମଣ। ମଲରେ ସମସ୍ତେ ମାସ୍କ ପିନ୍ଧିବା ଉପରେ ବିଏମସିର ଗୁରୁତ୍ୱ। 

ରାଜଧାନୀରେ ବଢୁଛି କୋଭିଡ ସଂକ୍ରମଣ। ମଲରେ ସମସ୍ତେ ମାସ୍କ ପିନ୍ଧିବା ଉପରେ ବିଏମସିର ଗୁରୁତ୍ୱ। 

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଇଛି ବିଏମସି । ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଛି ଭୁବନେଶ୍ୱର ମହାନିଗର ନିଗମ । ବିଏମସି ପକ୍ଷରୁ ସମସ୍ତ ସପିଂ ମଲରେ ୧୦୦ ପ୍ରତିଶତ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ଅଧିକ ଗହଳି ନକରିବା, କୋଭିଡ୍ ୧୯କୁ ତତ୍ତ୍ୱାବଧାନ କରିବା ପାଇଁ ଜଣେ ଷ୍ଟାଫକୁ ନିଯୁକ୍ତି ଦେବା, ସାମାଜିକ ଦୂରତାକୁ ଗରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe