କନକ ବ୍ୟୁରୋ : ଭୁବନେଶ୍ୱର ପାତ୍ରପଡା ଭଗବାନପୁରରେ ଚାଲିଛି କଣ୍ଢେଇ ମେଳଣ । ଦୋଳ ବିମାନରେ କଣ୍ଢେଇକୁ ନେଇ ଶୋଭାଯାତ୍ରା କରାଯାଇଥାଏ । ଛୋଟ ଛୋଟ ପିଲାମାନେ ବିମାନ କଣ୍ଢେଇକୁ ଧରି ଯାଇଥାନ୍ତି । ଯାହା ବେଶ୍ ନିଆରା ପରିବେଶ ସୃଷ୍ଟି କରିଥାଏ । ଏହି ସମୟରେ ଘୋଡା ନାଚ ମଧ୍ୟ ହୋଇଥାଏ ।  ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । କଣ୍ଢେଇ ମେଳଣରେ ସାମିଲ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

Advertisment