କନକ ବ୍ୟୁରୋ: ବିଜେଡି ଛାଡ଼ିଲେ କର୍ପୋରଟର । ଭୁବନେଶ୍ୱର ୩୭ ନମ୍ୱର ୱାର୍ଡ ର କର୍ପୋର୍ଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଖୁବଶୀଘ୍ର ବିଜେପିରେ ସେ ଯୋଗଦେବେ। ସ୍ୱାଧୀନଭାବେ ବିଜୟୀ ହେବା ପରେ ବିଜେଡିରେ ସାମିଲ ହୋଇଥିଲେ। ଏବେ ରାଜନୈତିକ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବନ୍ଦିତା ପାଲ। ତେବେ ସେ ବିଜେପିରେ ମିଶିବେ ବୋଲି ସୂଚନା ମିଳିଛି।
ବିଜେଡି ଛାଡ଼ିଲେ ବିଏମସି କର୍ପୋରେଟର ; ଖୁବଶୀଘ୍ର ବିଜେପିରେ ଦେବେ ଯୋଗ
/kanak/media/post_attachments/wp-content/uploads/2024/08/3-27.jpg)