ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ବ୍ଲୋସମ ସ୍କୁଲର ସଫଳତା

689

କନକ ବ୍ୟୁରୋ: ବ୍ଲୋସମ ସ୍କୁଲ ସଫଳତାର ଅନ୍ୟ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ବିଦ୍ୟାଳୟର ସମସ୍ତ ପରୀକ୍ଷାର୍ଥୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ବିଦ୍ୟାଳୟ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୌରବାନ୍ବିତ କରିଛନ୍ତି । ବିଶ୍ବ ବିଜୟିନୀ ଗଣିତରେ ଶତ ପ୍ରତିଶତ ରଖିବା ସହ ୯୬ .୬% ମାର୍କ ରଖି ସ୍କୁଲ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି । ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି ।