ଓଜନ ହ୍ରାସ,ରକ୍ତଚାପ ନିୟନ୍ତ୍ରଣ ଏବଂ ହୃଦରୋଗ ପାଇଁ ବହୁ ଉପକାରୀ ଏହି ଦ୍ରବ୍ୟ ! ପ୍ରତିଦିନ ଖାଇଲେ ନାନାଦି ରୋଗରୁ ପାଇବେ ମୁକ୍ତି ।

ଓଜନ ହ୍ରାସ,ରକ୍ତଚାପ ନିୟନ୍ତ୍ରଣ ଏବଂ ହୃଦରୋଗ ପାଇଁ ବହୁ ଉପକାରୀ ଏହି ଦ୍ରବ୍ୟ ! ପ୍ରତିଦିନ ଖାଇଲେ ନାନାଦି ରୋଗରୁ ପାଇବେ ମୁକ୍ତି ।

Styles At Life

ଯଦି ଆପଣଙ୍କର ବ୍ଲଡ୍ ସୁଗାର୍ ନିୟନ୍ତ୍ରଣ , ଓଜନ ହ୍ରାସ ଏବଂ ହୃଦ୍ରୋଗର ନିଦାନପାଇଁ ଆବଶ୍ୟକ କିଛି ସାମଗ୍ରୀ ତେବେ ତାହା ହେଲା କ୍ରୋମିଅମ୍ । ଏହା ଏକ ପ୍ରକାରର ଧାତୁ, ଯାହାର ବ୍ୟବହାର ସାଧାରଣତଃ ଶିଳ୍ପ କ୍ଷେତ୍ରରେ ପରିଲକ୍ଷିତ ହୁଏ। କିନ୍ତୁ କ’ଣ ଜାଣନ୍ତି କି ଆମ ଶରୀର ପାଇଁ ବି ଏହାର ଆବଶ୍ୟକତା ରହିଛି।

ପ୍ରଥମେ ଜାଣନ୍ତୁ କେଉଁସବୁ ଖାଦ୍ୟ ପାନୀୟରେ କ୍ରୋମିଅମ୍ ମିଳିଥାଏ। ଏହା ସାଧାରଣତଃ ସେଓ, ନାସପାତି, କଦଳୀ, କମଳା, ମାଂସ, ବ୍ରୋକ୍ଲି , ନଡ଼ିଆ, ଅମୃତଭଣ୍ଡା, ଅଣ୍ଡା, ବାଦାମ, ଅଦା, ଆଳୁ, ରସୁଣ ଓ ତୁଳସୀ ପତ୍ରରେ ମିଳିଥାଏ।

publive-image

ଏବେ ଆସନ୍ତୁ ଜାଣିବା କ୍ରୋମିଅମ୍ ଆମର କେଉଁ ଉପକାରରେ ଆସିଥାଏ?

ମଧୁମେହ ରୋଗୀଙ୍କ ଶରୀରରେ କ୍ରୋମିଅମ୍ କମ୍ ରହିଥାଏ। ଏଣୁ କ୍ରୋମିଅମ୍ ଯୁକ୍ତ ଖାଇଲେ ବ୍ଲଡ୍ ସୁଗାର୍ ନିୟନ୍ତ୍ରିତ ହୋଇଥାଏ। ଅନେକ ସମୟରେ ଡାକ୍ତର ରୋଗୀଙ୍କୁ କ୍ରୋମିଅମ୍ର ବାହ୍ୟ ଖୋରାକ ଦେଇଥାଆନ୍ତି।

ତ୍ୱଚା ପାଇଁ ଜରୁରୀ: ତ୍ୱଚାର ସୌନ୍ଦର‌୍ୟ୍ୟ ଲାଗି କ୍ରୋମିଅମ୍ର। ଶରୀରରେ କ୍ରୋମିଅମ୍ର ମାତ୍ରା କମ୍ ଥିଲେ ମୁହଁରେ ବ୍ରଣ ଉଠିଥାଏ। କ୍ରୋମିଅମ୍ ଇନ୍ସୁଲିନ ରିଲିଜ୍ କରୁଥିବା ହେତୁ ଏହାର ସେବନ ଦ୍ୱାରା ତ୍ୱଚା ବି ବ୍ରଣଯୁକ୍ତ ହୋଇଥାଏ।

ହୃଦ୍ରୋଗରୁ ରକ୍ଷା କରିଥାଏ: କ୍ରୋମିଅମ୍ ସେବନ ଫଳରେ ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ମାତ୍ରା କମ୍ ହୋଇଥାଏ। ଏହା ଦ୍ୱାରା ହୃଦ୍ରୋଗର ଆଶଙ୍କା ବି ହ୍ରାସ ପାଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ହୃଦ୍ଘାତରେ ହେଉଥିବା ମୃତ୍ୟୁର ପ୍ରମୁଖ କାରଣ ହେଲା ଶରୀରରେ କ୍ରୋମିଅମ୍ର ମାତ୍ରା କମ୍ ଥିବା।

ଓଜନ ହ୍ରାସ କରିବାରେ ସହାୟକ : କ୍ରୋମିୟମ୍ର ସେବନ ଫଳରେ ଶରୀର ଫିଟ୍ ରହିଥାଏ ଏବଂ ଶରୀରରେ ଥିବା ଅତିରିକ୍ତ ଚର୍ବି ଅଂଶ ଦହନ ହୋଇଥାଏ। ଏହି ଦୁଇଟି କାରଣରୁ କ୍ରୋମିଅମ୍ ମୋଟା ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe