କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ରୁ ୪ ଜଣ ଗୁରୁତର ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ମେଡିକାଲ ଭିତରେ ଏସି ଫିଲିଂ ବେଳେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିବାର କୁହାଯାଉଛି । ଏନେଇ ହାଇଟେକ୍ ହସ୍ପିଟାଲର ଜନ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

Advertisment