କନକ ବ୍ୟୁରୋ: ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ କହି ବ୍ଲାକମେଲ । ବାଥରୁମରେ ଯୁବତୀଙ୍କ ଗାଧୋଇବାର ଭିଡିଓ କରି ବ୍ଲାକମେଲ କରୁଛନ୍ତି ଯୁବକ । ଏପରିକି ଦେଢ ଲକ୍ଷ ଟଙ୍କା ଠକାମୀର ଶିକାର ହେବା ପରେ ମହିଳା ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି । ଜୟଦେବ ବିହାର ଅଞ୍ଚଳର ରିଙ୍କୁ ନାୟକଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଭିୟନ କରିବାକୁ ସୁଯୋଗ ଦେବାକୁ କହି ଡାକିଥିଲେ ରିଙ୍କୁ । ପରେ ତାଙ୍କର ଗାଧୋଉଥିବାର ଭିଡିଓ ରେକଡିଂ କରି ବ୍ଲାକମେଲ କରୁଛନ୍ତି । ଶେଷରେ ଯୁବତୀଜଣଙ୍କ ଭୁବନେଶ୍ୱର ମହିଳା ଥାନାର ଦ୍ୱାରସ୍ତ ହୋଇଛନ୍ତିି ।
ଅଭିନୟ କରିବା ପାଇଁ ସୁଯୋଗ ଦେବାକୁ କହି ବ୍ଲାକମେଲ । ଯୁବତୀଙ୍କ ଗାଧୋଇବାର ଭିଡିଓ କରି ବ୍ଲାକମେଲ କରୁଛନ୍ତି ଯୁବକ
/kanak/media/post_attachments/wp-content/uploads/2023/09/vlcsnap-2023-09-28-07h53m25s281.jpg)