କରୋନା ଭଳି ଛୁଇଁଲେ ହୁଏନି ବ୍ଲାକ ଫଙ୍ଗସ ରୋଗ । ସଫା ରହିବାକୁ, ଗରମ ପାଣି ପିଇବାକୁ ଡାକ୍ତର ଦେଲେ ପରାମର୍ଶ 

Advertisment
କରୋନା ଭଳି ଛୁଇଁଲେ ହୁଏନି ବ୍ଲାକ ଫଙ୍ଗସ ରୋଗ । ସଫା ରହିବାକୁ, ଗରମ ପାଣି ପିଇବାକୁ ଡାକ୍ତର ଦେଲେ ପରାମର୍ଶ 

EDS PLS TAKE NOTE OF THIS PTI PICK OF THE DAY:::: Hyderabad: Doctors treat a Black Fungus infected patient at Mucormycosis ward of government ENT hospital in Hyderabad, Wednesday, May 19, 2021. (PTI Photo)(PTI05_19_2021_000134B)(PTI05_19_2021_000190B)

କନକ ବ୍ୟୁରୋ: କରୋନା ଭିତରେ ବ୍ଲାକ ଫଙ୍ଗସ ରୋଗ ଏବେ ଆତଙ୍କ ସୃଷ୍ଟି କରିଛି । ଏହି ରୋଗକୁ ନେଇ ଏବେ ଲୋକମାନେ ଅଧିକ ଅତଙ୍କିତ ହେଉଛନ୍ତି । ହେଲେ ରୋଗକୁ ନେଇ ଆତଙ୍କିତ ନହେବାକୁ କହିଛନ୍ତି ଡାକ୍ତର । କାରଣ ଏହି ରୋଗ ସଂକ୍ରାମକ ନୁହେଁ, ଏହା କରୋନା ଭଳି ଜଣକୁ ଅନ୍ୟ ଜଣକୁ ଡେଇଁ ନଥାଏ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ରଣଦୀପ ଗୁଲେରିୟା । ଆଉ ଏହି ରୋଗରୁ ବଞ୍ଚିବା ପାଇଁ ସଫାସୁତରା ରହିବା ସହ ଉଷୁମ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଏହି ଫଙ୍ଗସକୁ ଅଲଗା ଅଲଗା ରଙ୍ଗରେ ଅଲଗା ଅଲଗା ନାଁ ଦେବାର କୌଣସି ଅର୍ଥ ନାହିଁ ବୋଲି ଡାକ୍ତର କହିଥିଲେ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ହେବା ଏହି ରୋଗର ମୁଖ୍ୟ କାରଣ । ଏହି ରୋଗ ହେଲେ ନାକ ଭିତରେ ଯନ୍ତ୍ରଣା, ଗଳାରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe