କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଦଳ । କେବଳ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ପୂର୍ବରୁ ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ହୋଇଥିଲା ବେଳେ ଆଜି ତୃତୀୟ ତାଲିକା ଆସିଛି । ତେବେ ସବୁଠାରୁ ବଡ କଥା ହେଉଛି ତୃତୀୟ ପର୍ଯ୍ୟାୟରେ ବି ଓଡିଶାର କୌଣସି ପ୍ରାର୍ଥୀଙ୍କ ନାଁ ଆସି ନାହିଁ । ତେବେ କେବେ ଓଡିଶା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us
/kanak/media/post_attachments/wp-content/uploads/2024/03/GJMevtiWcAAdAZk-230x300.png)