ବ୍ରଜରାଜନଗର ବ୍ୟାଟେଲ୍: ହାରିଲେ ଅଳକା, ବିଜୟର ବାନା ଉଡାଇଲେ ସୁରେଶ ପୂଜାରୀ ।

Advertisment
ବ୍ରଜରାଜନଗର ବ୍ୟାଟେଲ୍: ହାରିଲେ ଅଳକା, ବିଜୟର ବାନା ଉଡାଇଲେ ସୁରେଶ ପୂଜାରୀ ।

କନକ ବ୍ୟୁରୋ: ବ୍ରଜରାଜନଗରରେ ବିଜେପିର ବଡ ବିଜୟ । କାମ ଦେଲାନି ବିଜେଡିର ଚାଲ । ଶଙ୍ଖ ଗଡରେ ଫୁଟିଲା ପଦ୍ମ । ଅଳକାଙ୍କ ରଥକୁ ଅଟକାଇଲେ ସୂରେଶ ପୂଜାରୀ । ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଥିଲେ ସୁରେଶ । ବିଜେଡିର ଅଳକା ମହାନ୍ତିଙ୍କୁ ପଛରେ ପକାଇ ଆଗେଇ ଯାଉଥିଲେ । ଆଉ ଶେଷରେ ବିଜୟର ବାନା ଉଡାଇଛନ୍ତି ସୁରେଶ ପୂଜାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe