କନକ ବ୍ୟୁରୋ: ବ୍ରଜରାଜନଗରରେ ବିଜେପିର ବଡ ବିଜୟ । କାମ ଦେଲାନି ବିଜେଡିର ଚାଲ । ଶଙ୍ଖ ଗଡରେ ଫୁଟିଲା ପଦ୍ମ । ଅଳକାଙ୍କ ରଥକୁ ଅଟକାଇଲେ ସୂରେଶ ପୂଜାରୀ । ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ ।
ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଥିଲେ ସୁରେଶ । ବିଜେଡିର ଅଳକା ମହାନ୍ତିଙ୍କୁ ପଛରେ ପକାଇ ଆଗେଇ ଯାଉଥିଲେ । ଆଉ ଶେଷରେ ବିଜୟର ବାନା ଉଡାଇଛନ୍ତି ସୁରେଶ ପୂଜାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/68-1.jpg)