ସାଂସଦ ହରଦ୍ୱାର ଦୁବେଙ୍କର ଦେହାନ୍ତ, ଆଗ୍ରାରେ ହେବ ଅନ୍ତିମ ସଂସ୍କାର

Advertisment
ସାଂସଦ ହରଦ୍ୱାର ଦୁବେଙ୍କର ଦେହାନ୍ତ, ଆଗ୍ରାରେ ହେବ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ‘ବିଜେପି’ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେଙ୍କର ଦେହାନ୍ତ । ୭୪ ବର୍ଷିୟ ହରଦ୍ବାର ଦୁବେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଦୁବେଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଅଣାଯାଇଥିଲା ବେଳେ ତାଙ୍କର ଆଜି ଦେହାନ୍ତ ହୋଇଛି । ଡାକ୍ତରଖାନାରୁ ତାଙ୍କ ଶବ ଆଗ୍ରା ନିଆଯିବ ।

ରାଜ୍ୟସଭା ସାଂସଦ ହେବା ପୂର୍ବରୁ ସେ ଉତ୍ତର ପ୍ରଦେଶ ସରକାର ଓ ରାଜ୍ୟର ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଥିଲେ । ଆଗ୍ରା ରାଜନୀତିରେ ସକ୍ରିୟ ଥିବା ପୂର୍ବତନ ରାଜ୍ୟମନ୍ତ୍ରୀ ଦୁବେ ଦୁଇଥର ବିଧାୟକ ମଧଯ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe