କନକ ବ୍ୟୁରୋ: କୋରାପୁଟ ବିଧାନସଭାରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ବିଜୟୀ । ବିଜେଡିର ରଘୁରାମ ପଡାଲଙ୍କୁ ୨ ହଜାର ୩ ଶହ ୩୮ ଭୋଟରେ ହରାଇଲେ ରଘୁରାମ ମାଛ । ଏହି ଆସନରୁ ୨୦୧୯ରେ ରଘୁରାମ ପଡାଲ ଜିତି ବିଧାୟକ ହୋଇଥିଲେ । ତେବେ ବିଜେଡିର ଏହି ଗଡକୁ ଏବେ ବିଜେପି ଅକ୍ତିଆର କରିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୭୯ ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୦ ଆସନରେ ଆଗୁଆ ରହିିଛି । ସେହିପରି କଂଗ୍ରେସ ୧୫ ଓ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି ।
କୋରାପୁଟ ବିଧାନସଭା ଆସନ ଜିତିଲା ବିଜେପି: ବିଜେଡି ପ୍ରାର୍ଥୀ ରଘୁରାମ ପଡାଲଙ୍କୁ ୨ ହଜାର ୩ ଶହ ୩୮ ଭୋଟରେ ହରାଇଲେ ବିଜେପିର ରଘୁରାମ ମାଛ
/kanak/media/post_attachments/wp-content/uploads/2024/06/4-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)