କନକ ବ୍ୟୁରୋ: ଆଠମଲ୍ଲିକରେ ଗଡ ରକ୍ଷା କଲା ବିଜେଡି । ବିଜେପିକୁ ହରାଇ ଜିତିଲା ବିଜେଡି । ଆଠମଲ୍ଲିକ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ବିଜୟୀ । ବିଜେପିର ସଞ୍ଜିବ କୁମାର ସାହୁଙ୍କୁ ୧୫ ହଜାରରୁ ଅଧିକ ଭୋଟରେ ହରାଇଲେ ନଳିନୀ ।
ଆଠମଲ୍ଲିକରେ ଗଡ ରକ୍ଷା କଲା ବିଜେଡି । ବିଜୟୀ ହେଲେ ନଳିନୀକାନ୍ତ ପ୍ରଧାନ ।
/kanak/media/post_attachments/wp-content/uploads/2024/06/3-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)