କନକ ବ୍ୟୁରୋ: ଝାରସୁଗୁଡାରେ ଏଥର ସବୁଠୁ ରୋଚକ ଫଳାଫଳ ଦେଖିବାକୁ ମିଳିଛି । କାରଣ ଏଠାରେ ପରିଣାମ ପୂରା ଓଲଟି ଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୀପାଳି ଆଗଉଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କିନ୍ତୁ ପଛରେ ପଡିଥିଲେ । ଦୀପାଳିଙ୍କୁ ନେଇ ବିଜୟ ପାଇଁ ଆଶା ଥିଲେ ବି ସବୁ ଆଶା ମଳିନ ପଡିଛି । ଶେଷରେ ଟଙ୍କଧର ତ୍ରିପାଠୀ ବିଜୟର ଧ୍ୱଜା ଉଡାଇଛନ୍ତି ଦିପାଳୀଙ୍କ ଠାରୁ କମ୍ ମାର୍ଜିନରେ ଜିତାପଟ ମାରିଛନ୍ତି ।
ଝାରସୁଗୁଡାରେ ବିଜେପି ଝଡ । ହାରିଲେ ଦୀପାଳି, ବିଜୟର ବାନା ଉଡାଇଲେ ଟଙ୍କଧର
/kanak/media/post_attachments/wp-content/uploads/2024/06/60.jpg)