କନକ ବ୍ୟୁରୋ: ବହୁଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ପକ୍ଷରୁ ନ୍ୟାୟ ଯାତ୍ରା । ଆସନ୍ତା ଜାନୁଆରୀ ୪ତାରିଖରୁ ଏହି ନ୍ୟାୟ ଯାତ୍ରା ପୁରା ଜୁନାଗଡ଼ରେ ପରିକ୍ରମା କରିବ । ସୋମବାର ଜୁନାଗଡ଼ ବିଜେପି ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ଦୁଇ ବର୍ଷ ବିତି ସାରିଥିଲେ ମଧ୍ୟ ନ୍ୟାୟ ମିଳିନାହିଁ । ରାଜ୍ୟ ସରକାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛି । ସେପଟେ ବିଜେପିର ଏହି ନ୍ୟାୟ ଯାତ୍ରାକୁ ଭୋଟ ରାଜନୀତି କହିଛି ବିଜେଡି ।
କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ନ୍ୟାୟ ଯାତ୍ରା ।
/kanak/media/post_attachments/wp-content/uploads/2023/12/mamita.jpg)