କନକ ବ୍ୟୁରୋ: ବଡ ଖବର । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଟ୍ୱିଟ୍ କଲେ ବିଜେଡି ନେତା । କହିଲେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ତେବେ ଟ୍ୱିଟ କରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓ ସସ୍ମିତ ପାତ୍ର ଏହା ସୂଚନା ଦେଇଛନ୍ତି । ପଣବ ପ୍ରକାଶ ଲେଖିଛନ୍ତି, ବିଜେପି ବିଜେଡିର ଦାବି ମାନନେଇଥିବା ଜାଣି ଖୁସି ଲାଗିଲା । ଆଜି ଏକ ମିଳିତ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨-୦୨୪ ନିର୍ବାଚନ ପାଇଁ ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଜେଡି ନେତାଙ୍କ ଟ୍ୱିଟ୍ । ବିଜେପି ଘୋଷଣା କରିପାରେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।
/kanak/media/post_attachments/wp-content/uploads/2024/05/11-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)