ବଲିଉଡ ଅଭିନତୋ ସନ୍ନି ଦେଓଲଙ୍କୁ କରୋନା : ହିମାଚଳର କୁଲୁରେ କାଟୁଥିଲେ ଛୁଟିଦିନ; ୬୪ ବର୍ଷିୟ ସାଂସଦ କିଛିଦିନ ତଳେ କାନ୍ଧରେ କରିଥିଲେ ସର୍ଜରୀ

Advertisment
ବଲିଉଡ ଅଭିନତୋ ସନ୍ନି ଦେଓଲଙ୍କୁ କରୋନା : ହିମାଚଳର କୁଲୁରେ କାଟୁଥିଲେ ଛୁଟିଦିନ; ୬୪ ବର୍ଷିୟ ସାଂସଦ କିଛିଦିନ ତଳେ କାନ୍ଧରେ କରିଥିଲେ ସର୍ଜରୀ

କନକ ବ୍ୟୁରୋ : ବଲିଉଡ ଅଭିନେତା ସନ୍ନିଦେଓଲଙ୍କୁ କରୋନା । ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ କାଲି ଏହି ସୂଚନା ଦେଇଛନ୍ତି । ଅଭିନେତାରୁ ନେତା ବନିଥିବା ସନ୍ନିଦେଓଲ କିଛି ଦିନ ହେଲା ହିମାଚଳର କୁଲୁରେ ଥିଲେ ।  ସେ ତାଙ୍କ ବନ୍ଧୁଙ୍କ ସହ ମୁମ୍ବାଇ ଯିବାକୁ ଯୋଜନା କରୁଥିବାବେଳେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ମନାଲିର ଏକ ଫାର୍ମହାଉସରେ ଅଛନ୍ତି ।  ୬୪ ବର୍ଷିୟ ସନ୍ନି ଦେଓଲ କିଛି ଦିନ ତଳେ କାନ୍ଧରେ ସର୍ଜରୀ କରିଥିଲେ । ସନ୍ନିଦେଓଲ ବର୍ତମାନ ପଞ୍ଜାବର ଗୁରୁଦାସପୁରରୁ ବିଜେପି ସାଂସଦ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe