ଟିକାକରଣ ନେଇ କଂଗ୍ରେସକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : କହିଲେ କରୋନା କାଳରେ ହିନ ରାଜନୀତି କରୁଛି କଂଗ୍ରେସ

ଟିକାକରଣ ନେଇ କଂଗ୍ରେସ ଶାସିତ ସବୁ ରାଜ୍ୟ ସମାନ ମତ ରଖିବାକୁ ସୋନିଆଙ୍କୁ ଚିଠି ଲେଖିଲେ ଜେପି ନଡ୍ଡା

101

କନକ ବ୍ୟୁରୋ : ଟିକାକରଣ ନେଇ କଂଗ୍ରେସକୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । କରୋନା କାଳରେ ହିନ ରାଜନୀତି କରୁଛି କଂଗ୍ରେସ । ଦିଲ୍ଲୀରୁ ପ୍ରତିଦିନ ଦେଶରେ ସବୁ ରାଜ୍ୟକୁ ଟିକା ପଠାଯାଉଥିବା ପ୍ରେସମିଟରେ ସୂଚନା ଦେଲେ ଅପରାଜିତା । ଏହା ସହ ଟିକା ଯୋଗାଣରେ କୌଣସି ପାତର ଅନ୍ତର କରାଯାଇନଥିବା କହିଛନ୍ତି । ଟିକାକରଣ ନେଇ ବେଜ୍ଞାପିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ସାଂସଦ । ଟିକାକରଣ ନେଇ କଂଗ୍ରେସ ଶାସିତ ସବୁ ରାଜ୍ୟ ସମାନ ମତ ରଖିବାକୁ ସୋନିଆଙ୍କୁ ଚିଠି ଲେଖିଲେ ଜେପି ନଡ୍ଡା ।