ମୁଲତବୀ ନୋଟିସ ଗ୍ରହଣ ନ ହେବା ନେଇ ବିରୋଧୀଙ୍କ ବିଧାନସଭାରେ ଉଦବେଗ । ବିଜେପି ସଦସ୍ୟଙ୍କ ଗୃହ ମଧ୍ୟଭାଗରେ ହଟ୍ଟଗୋଳ ଓ ନାରାବାଜି

44

କନକ ବ୍ୟୁରୋ : ବିଜେପି ସଦସ୍ୟଙ୍କ ଗୃହରେ ହଟଗୋଳ । ପିମ୍ କିଷାନ ମୁଲତବୀ ନୋଟିସ ଗ୍ରହଣ ହୋଇନଥିବାରୁ ଗୃହରେ ହଟଗୋଳ କରିଛନ୍ତି ବିଜେପି ସଦସ୍ୟ । ସେହିପରି ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନାର ସୁଯୋଗ ଦେଉନଥିବାରୁ ଗୃହରେ ପ୍ରତିବାଦ କରିଛି ବିଜେପି । ପିଏମ୍ କିଶାନ ନିଧି ଯୋଜନା କିମ୍ବା ଖଣି ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ମିଳୁନଥିବାରୁ ଗୃହ ମଝିରେ ହୋହାଲ୍ଲା ହୋଇଛି ।

କହିବାକୁ ସୁଯୋଗ ନଦେଲେ ଗୃହ ଚଳାଇଦେବୁନି ବୋଲି କହିଛନ୍ତି ବିରୋଧିଦଳ ନେତା । ପିଏମ୍ କିଶାନ ତଥ୍ୟ ହିସାବ ରଖିବା ପାଇଁ ଅସୁବିଧା କେଉଁଠି ବୋଲି କହିଛନ୍ତି ବିରୋଧି ଦଳ ନେତା ।

Comments are closed.