କନକ ବ୍ୟୁରୋ: କଡା ସୁରକ୍ଷା ବଳୟ ଭିତରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା । ତେବେ ପ୍ରଥମରୁ ୟୁପିଏଠାରୁ ବହୁ ଆଗରେ ରହିଛି ଏନଡି। ୫୪୨ ଲୋକସଭା ଆସନରେ ସକାଳ ସାଢେ ୮ଟା ସୁଦ୍ଧା ଏନଡିଏ ୧୧୯ଟି ସିଟରେ ଆଗୁଆ ରହିଥିବା ବେଳେ ୟୁପିଏ ୪୨ ଏବଂ ଅନ୍ୟାନ୍ୟ ୩୭ଟି ସିଟରେ ଆଗୁଆରେ ଅଛନ୍ତି ।
ଦେଶର ୪ ହଜାର କେନ୍ଦ୍ରରେ ଚାଲିଛି ମତଗଣନା । ପୋଷ୍ଟାଲ ବାଲାଟ୍ ଗଣତି ପରେ ଆରମ୍ଭ ହେବ ଇଭିଏମରେ ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ୍ ଗଣତିରେ ବିଜେପି ଓ ମେଣ୍ଟ ଦଳ ଆଗୁଆ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/rahulvs_modi_1553759069.jpg)