୧୯ କୁରୁକ୍ଷେତ୍ରର ମହାନିର୍ଣ୍ଣୟ । ଦିନ ୧୨ଟା ସୁଦ୍ଧା ଉତ୍ତରାଖଣ୍ଡର ସମସ୍ତ ଲୋକସଭା ଆସନରେ ବିଜେପି ଆଗୁଆ ।

Advertisment
ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ତେଜୁଛି ରାଜନୀତି । ଆଜି ରାଜ୍ୟବ୍ୟାପି ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେପି ।

କନକ ବ୍ୟୁରୋ : ୧୯ ଯୁଦ୍ଧର ଆଜି ହେଉଛି ମହାନିର୍ଣ୍ଣୟ । କାହା ସପକ୍ଷରେ ଯିବ ଜନାଦେଶ, ଚାଲିଛି ଭୋଟଗଣନା । ତେବେ ଦିନ ୧୨ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ସମସ୍ତ ୫ଟି ଲୋକସଭା ଆସନରେ ବିଜେପି ଆଗୁଆ ରହିଛି । ସେହିପରି ଯଦି ସମସ୍ତ ଦେଶର ଆସନ କଥା କହିବା, ତେବେ ଦିନ ୧୨ଟା ସୁଦ୍ଧା ଯେଉଁ ଟ୍ରେଣ୍ଡ ରହିଛି ସେଥିରେ ବିଜେପି ୩୪୦ଟି ଲୋକସଭା ଆସନରେ ଆଗରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe