ରାଜସ୍ଥାନରେ ରାଜ କରିବ କି ବିଜେପି ? ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ସମସ୍ତ ଆସନରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି ।

Advertisment
ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ତେଜୁଛି ରାଜନୀତି । ଆଜି ରାଜ୍ୟବ୍ୟାପି ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେପି ।

କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରର ଚାଲିଛି ମହାନିର୍ଣ୍ଣୟ । ଦିନ ୧.୫୫ ମିନିଟ୍ ସୁଦ୍ଧା ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ରାଜସ୍ଥାନର ସମସ୍ତ ୨୫ଟି ଲୋକସଭା ଆସନରେ ବିଜେପି ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ବିପୁଳ ସଫଳତା । ଆଉ ରାଜସ୍ଥାନରେ ସରକାର ଗଢିଥିଲା କଂଗ୍ରେସ । ତେବେ ବିଧାନସଭା ନିର୍ବାଚନର ସଫଳତା ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରଦର୍ଶିତ କରିପାରୁଛି କି ନାହିଁ, ସେନେଇ ଚାଲିଥିଲା ଚର୍ଚ୍ଚା ଆଲୋଚନା । ତେବେ ଏଠାରେ କଂଗ୍ରେସ ଏପର୍ଯ୍ୟନ୍ତ ଗୋଟିଏ ସିଟରେ ମଧ୍ୟ ଆଗୁଆ ରହିନଥିବା ବେଳେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଆଗକୁ ବଢିଚାଲିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe