କନକ ବ୍ୟୁରୋ: ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିରୋଧୀ ଦଳ ଭାବେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ଘଟଣା ଉପରେ ସରକାର ଓ ପୋଲିସ ଯେତେ କାର୍ଯ୍ୟକ୍ରମ ନେଇଛନ୍ତି ତାକୁ ତର୍ଜମା କରାଯାଇଛି । ସରକାର ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁନାହାନ୍ତି । ଯେତେ ପ୍ରସଙ୍ଗ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତଦନ୍ତ ତା ବାଟରେ ଚାଲିଛି ।
ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଜେପି କରୁଛି ପ୍ରୟାସ, ସରକାରୀ ଦଳ ମୁଖ୍ୟସଚେତକ ରଖିଲେ ପ୍ରତିକ୍ରିୟା।
/kanak/media/post_attachments/wp-content/uploads/2022/10/sddefault-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)