କନକ ବ୍ୟୁରୋ : ୮ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି କ୍ରମରେ ତେଲକୋଇ ପାଇଁ ଡ. ଫକୀର ମୋହନ ନାଇକ, ଚମ୍ପୁଆ ପାଇଁ ମୂରଲୀ ମନୋହର ଶର୍ମା, ବସ୍ତା ପାଇଁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁର ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳ ପାଇଁ ସୀମାରାଣୀ ନାୟକ, ସାଲେପୁର ପାଇଁ ଅରିନ୍ଦମ ରାୟ, କେନ୍ଦ୍ରାପଡା ଗୀତାଞ୍ଜଳି ସେଠୀ, ଖୋର୍ଦ୍ଦା ପାଇଁ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଟିକେଟ ଦେଇଛି ବିଜେପି
୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ
Advertisment
Follow Us