ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୧୦୦ ଜଣଙ୍କ ନାଁ ଘୋଷଣା କଲା ଦଳ, ପ୍ରକାଶ ଓ ଦାମଙ୍କୁ ମିଳିଲା ଟିକେଟ? ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ?

Advertisment
ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୧୦୦ ଜଣଙ୍କ ନାଁ ଘୋଷଣା କଲା ଦଳ, ପ୍ରକାଶ ଓ ଦାମଙ୍କୁ ମିଳିଲା ଟିକେଟ? ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ ଲଢିବ କିଏ?

କନକ ବ୍ୟୁରୋ : ଘୋଷଣା ହେଲା ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ହେଭିୱେଟଙ୍କ ନେତାଙ୍କ ନାଁ ରହିଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି । ଏପରିକି ଅନ୍ୟ ଶିବିରରୁ ଆସି ବିଜେପିରେ ସାମିଲ ହୋଇଥିବା ଅଧିକାଂଶ ନେତାଙ୍କୁ ଦଳ ଟିକେଟ ଦେଇଛି । ଖାସକରି ବିଜେଡି ହାତ ଛାଡି ବିଜେପିରେ ମିଶିଥିବା ଦାମୋଦର ରାଉତଙ୍କୁ ବାଲିକୁଦା ଏରସମା ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ କୁସୁମ ଟେଟେଙ୍କୁ ଦଳ ସୁନ୍ଦରଗଡରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ପ୍ରକାଶ ବେହେରାଙ୍କୁ ସାଲେପୁରରୁ ଦଳ ପ୍ରାର୍ଥୀ କରିଥିବା ବେଳେ ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓଙ୍କୁ ନିର୍ବାଚନ ମୈଦାନକୁ ଓହ୍ଳାଇବ ଦଳ ।

ନଜର ପକାନ୍ତୁ ବିଜେପିର ପ୍ରାର୍ଥୀ ତାଲିକା ଉପରେ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe