ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ମାଆ ଶାରଳା ଦେବୀଙ୍କ ଆଶୀର୍ବାଦ ନେବା ପରେ ନାମାଙ୍କନ ପତ୍ର କଲେ ଦାଖଲ

125

କନକ ବ୍ୟୁରୋ : ଜଗତସିଂହପୁର ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଦାଖଲ କରିଛନ୍ତି ରାଜକିଶୋର ।

ପ୍ରଥମେ ମାଆ ଶାରଳାଙ୍କ ପୀଠରେ ଦେବୀଙ୍କ ଆଶୀର୍ବାଦ ଜିଲ୍ଲା ସଭାପତିଙ୍କ ଉପସ୍ଥିତି ରେ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ।