ସକାଳୁ ସକାଳୁ ନେତାଙ୍କ ପ୍ରଚାର । ରାଜଧାନୀ ନିଳାଦ୍ରୀ ବିହାର ବୁଦ୍ଧ ପାର୍କରେ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ।

164

କନକ ବ୍ୟୁରୋ: ପାର୍କରେ ପ୍ରାର୍ଥୀଙ୍କ ପ୍ରଚାର । ଭୁବନେଶ୍ୱର ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଆଜି ସକାଳେ ନିଳାଦ୍ରୀବିହାର ସ୍ଥିତ ବୁଦ୍ଧ ପାର୍କରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି । ସମର୍ଥକଙ୍କ ସହ ପାର୍କରେ ପହଞ୍ଚି ଭୋଟ୍ ମାଗିଥିଲେ ପ୍ରିୟଦର୍ଶୀ ମିଶ୍ର । ଡବଲ ଇଞ୍ଜିନ୍ ସରକାର ପାଇଁ ଲୋକଙ୍କୁ ନିବେଦନ କରିଥିଲେ । ଦେଶ ସହ ରାଜ୍ୟରେ ମୋଦୀ ଲହର ପାଇଁ ଲୋକଙ୍କୁ କହିଥିଲେ ।