ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ: ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ପରାସ୍ତ

Advertisment
ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ: ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ପରାସ୍ତ

କନକ ବ୍ୟୁରୋ: ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଲେ ଦୁଷ୍ମନ୍ତ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ହେଲେ ପରାସ୍ତ । ୨୦୦୦ ମସିହାରୁ ଏହି ଆସନରେ ବିଜେଡିର ଦବଦବା ରହି ଆସିଥିଲା । ହେଲେ ଏହି ଅଭେଦ୍ୟ ଗଡକୁ ଭାଙ୍ଗି ଦେଇଛି ବିଜେପି । ଏହି ଆସନରୁ ଅନୁଭବ ପଟ୍ଟନାୟକ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ବି ଏହି ଆସନରୁ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଥିଲା । ହେଲେ ବିଜେପି ଏବେ ଆସନରୁ ବିଜୟୀ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe