କନକ ବ୍ୟୁରୋ: ରାଉରକେଲା ବିଧାନସଭା ଆସନରେ ବିଜୟୀ ହେଲା ବିଜେଡି । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ହରାଇଲେ ବିଜେଡି ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ । ୩ ହଜାର ୫୫୨ ଭୋଟରେ ଦିଲ୍ଲୀପ ରାୟ ପରାସ୍ତ ହୋଇଛନ୍ତି । ଶାରଦା ପ୍ରସାଦ ନାୟକ ୬୪ ହଜାର ୬୬୦ ଭୋଟ ପାଇଥିବା ବେଳେ ଦିଲ୍ଲୀପ ରାୟ ୬୧ ହଜାର ୧୦୮ ଖଣ୍ଡ ଭୋଟ ପାଇଛନ୍ତି । ୨୦୧୪ରେ ଏହି ଆସନରୁ ଦିଲ୍ଲୀପ ରାୟ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଶାରଦା ନାୟକ ବିଜୟୀ ହୋଇଥିଲେ । ଏବେ ପୁଣି ଶାରଦା ନାୟକ ବିଜୟୀ ହୋଇ ନିଜ ଗଡ ରକ୍ଷା କରିପାରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us