କନକ ବ୍ୟୁରୋ: ଆସିଲା ଏଗଜିଟ ରିପୋର୍ଟ । ରିପୋର୍ଟ ଅନୁସାରେ ପୁଡୁଚେରୀରେ ସରକାର ଗଢିପାରେ ବିଜେପି । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ପୁଡୁଚେରୀରେ ବିଜେପିକୁ ମିଳିପାରେ ବହୁମତ । ମିଳିପାରେ ୧୯ରୁ ୨୩ ଆସନ, କଂଗ୍ରେସ ହାତେଇପାରେ ୬ରୁ ୧୦ ଆସନ ।
ସେହପରି ରିପବ୍ଲିକ ସିଏନଏକ୍ସ ଅନୁସାରେ ବି ପୁଡୁଚେରୀରେ ବିଜେପିକୁ ବହୁମତ ମିଳିପାରେ । ରିପବ୍ଲିକ ସିଏନଏକ୍ସ ସର୍ଭେରେ ବିଜେପିକୁ ୧୬ରୁ ୨୦ ଓ କଂଗ୍ରେସକୁ ୧୧ରୁ ୧୩ ସିଟ ମିଳିପାରେ । ତେବେ ପୁଡୁଚେରୀରେ କିଏ ଜିତିବ ତା ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/04/32-17.jpg)