କନକ ବ୍ୟୁରୋ: ଭାରତୀୟଜନତାପାର୍ଟି(ବିଜେପି) ଆଜି ଆସନ୍ତାଲୋକସଭାନିର୍ବାଚନପାଇଁଆସାମ, କର୍ଣ୍ଣାଟକଓଉତ୍ତରପ୍ରଦେଶର୪ଟିନିର୍ବାଚନମଣ୍ଡଳୀରୁପ୍ରାର୍ଥୀତାଲିକାଘୋଷଣାକରିଛି।ଏହି୩ଟିରାଜ୍ୟଭିତରୁକର୍ଣ୍ଣାଟକପାଇଁ୨ଟିପ୍ରାର୍ଥୀଙ୍କନାମ, ଆସାମପାଇଁଜଣେଓଉତ୍ତରପ୍ରଦେଶପାଇଁଜଣେପ୍ରାର୍ଥୀଙ୍କନାମଘୋଷଣାକରିଛିବିଜେପି।ବିଜେପିଓଡ଼ିଶାରଏକନିର୍ବାଚନମଣ୍ଡଳୀପାଇଁବିଜଣେପ୍ରାର୍ଥୀଙ୍କନାମଘୋଷଣାକରିଛି।
ଆସାମରନାଓଗାଓଁସଂସଦୀୟକ୍ଷେତ୍ରରୁପାର୍ଟିଟିକେଟ୍ ମିଳିଛିରୁପକଶର୍ମାଙ୍କୁ।ସେହିପରିଅଶ୍ୱୟନ୍ତନରଇନ୍ଙ୍କୁକର୍ଣ୍ଣାଟକରଗ୍ରାମାଞ୍ଚଳବେଙ୍ଗାଲୁରରୁଓତେଜ୍ୱସିସୂର୍ଯ୍ୟଙ୍କୁଦକ୍ଷିଣବେଙ୍ଗାଲୁରରୁଟିକେଟ୍ ମିଳିଛି।ସେହିପରିଉତ୍ତରପ୍ରଦେଶରହାଥରସରୁରାଜବୀରସିଂହବାଲ୍ମିକୀଙ୍କୁଟିକେଟ୍ ମିଳିଛି।ସେହିପରିଗତକାଲିଓଡ଼ିଶାରବିଜେପୁରନିର୍ବାଚନମଣ୍ଡଳୀରୁସନତଗଡ଼ତିଆଙ୍କନାମଘୋଷଣାକରିଛିଭାରତୀୟଜନତାପାର୍ଟି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJP_00000-2.jpg)
/kanak/media/post_attachments/wp-content/uploads/2019/03/bjp-national-second-day_e4dcab04-1d27-11e9-bb85-cb690a337037-300x169.jpg)