କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ପୂର୍ବରୁ ଇଭିଏମ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏଭଳି ଅଭିଯୋଗ ଆଣିଛନ୍ତି । ୧୧ଟି ବୁଥର ଇଭିଏମ ନଂ ମେଳ ଖାଉନଥିବା ଅଭିଯୋଗ କରିଛନ୍ତି ସେ । ବିଜେପିର ସ୍ଥିତି ଭଲ ଥିବା ବୁଥର ଇଭିଏମ ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ବରଗଡ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଭିଯୋଗର ଚାଲିଛି ତଦନ୍ତ ।
ଉପନିର୍ବାଚନ ଗଣତି ପୂର୍ବରୁ ବିଜେପିର ଅଭିଯୋଗ, ବଦଳାଯାଇଛି ଇଭିଏମ। ଜିଲ୍ଲାପାଳ କହିଲେ ଚାଲିଛି ତଦନ୍ତ ।
/kanak/media/post_attachments/wp-content/uploads/2022/12/30-4.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)