ଲଗାତାର ୪ର୍ଥ ଦିନରେ ମଧ୍ୟ ବିଧାନସଭାରେ ଚିଟଫଣ୍ଡ ତାତି ଦେଖିବାକୁ ମିଳିଥିଲା । ଏହି ତାତିରେ ବିଧାନସଭା ଗୋଟେ ପ୍ରକାର ଅଚଳ ହୋଇପଡିଛି । ଜଷ୍ଟିସ ଏମ୍ ଏମ୍ ଦାସ ଓ ପଜେରୋ ପ୍ରସଙ୍ଗରେ ଲଗାତାର ଭାବରେ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ତେବେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ଏକ ନୂଆ ଇସ୍ୟୁ ବାହାର କରିଛି ବିଜେଡି । କେନ୍ଦ୍ରୀୟ ଅବହେଳାର କଥା କହି ସମ୍ନାକୁ ଆଣିଛି ଗହମ ରାଜନୀତି । ତେବେ କଣ ସେହି ରାଜନୀତିର ଗହମ କଥା ଅଧିକ ଜାଣିବା ପାଇଁ ଦେଖନ୍ତୁ ଆଜିର ବିଗ୍ ଡିବେଟ୍ :-
ବିଜେଡିର ଚାଉଳ ମାର୍ଚ୍ଚ
/kanak/media/post_attachments/wp-content/uploads/2016/05/BJD_gaham_politics.png)