ଆଜି ନବୀନ ନିବାସରେ ପୁଣି ନିର୍ବାଚନୀ କସରତ୍ । ୩ ସଂସଦୀୟ କ୍ଷେତ୍ର ଉପରେ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ।

Advertisment
ଆଜି ନବୀନ ନିବାସରେ ପୁଣି ନିର୍ବାଚନୀ କସରତ୍ । ୩ ସଂସଦୀୟ କ୍ଷେତ୍ର ଉପରେ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ଆଜି ନବୀନ ନିବାସରେ ପୁଣିଥରେ ଚାଲିଛି ନିର୍ବାଚନୀ କସରତ୍ । ତିନିଟି ସଂସଦୀୟ କ୍ଷେତ୍ର ବରଗଡ଼, କଳାହାଣ୍ଡି ଓ ବଲାଙ୍ଗିର ସଂସଦୀୟ କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା ପାଇଁ ପହଞ୍ଚିଛନ୍ତି ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକ । କିଏ କେଉଁ ଆସନରେ ଲଢିବ, କାହକୁ ବାଦ ଦିଆଯିବ, ସେନେଇ ନବୀନ ନିବାସରେ ରଣନୀତି ପ୍ରସ୍ତୁତ କରାଯାଉଛି । ଗତକାଲି ମଧ୍ୟ ୩ଟି ସଂସଦୀୟ କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମ୍ପର୍କରେ ହୋଇଥିଲା ଆଲୋଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe