ବିଜେଡି ଟାର୍ଗେଟରେ ମୋଦି ସରକାର : ଚାଉଳ ପରେ ମରୁଡି ସହାୟତାକୁ ନେଇ ଆନ୍ଦୋଳନ

Advertisment
ବିଜେଡି ଟାର୍ଗେଟରେ ମୋଦି ସରକାର : ଚାଉଳ ପରେ ମରୁଡି ସହାୟତାକୁ ନେଇ ଆନ୍ଦୋଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ମରୁଡି ସହାୟତା ପ୍ରଦାନରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରିଥିବା ଅଭିଯୋଗ କରି ରାଜଭବନ ନିକଟ ସ୍ପେଶାଲ ସର୍କିଟ ହାଉସ୍ ସାମ୍ନାରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ବିଭିନ୍ନ ବିଭାଗକୁ କେନ୍ଦ୍ରୀୟ ଅନୁଦାନ କାଟ୍ ପ୍ରସଙ୍ଗରେ ମଧ୍ୟ ମୋଦି ସରକାରଙ୍କୁ ଦଳ ସମାଲୋଚନା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe