ଗଂଜାମରେ ମହିଳା ଇଂଜିନିୟରଙ୍କୁ ବିଜେଡି ନେତାଙ୍କ ଧମକ୍

ଗଂଜାମରେ ମହିଳା ଇଂଜିନିୟରଙ୍କୁ ବିଜେଡି ନେତାଙ୍କ ଧମକ୍

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ଛାମୁଆ ନେତାଙ୍କ ଦାଦାଗିରି । ଏମିତି ଏକ ସଂଗୀନ ମାମଲା ଆସିଛି ଗଂଜାମ ଜିଲ୍ଲାରୁ । ଗଂଜାମ ଏନ୍ଏସି ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ ଅଭିଯୋଗ କାରିଣୀ ମହିଳା କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ପରେ ବି ନିରାଶ ହୋଇଛନ୍ତି । ଏନେଇ କନକ ନ୍ୟୁଜରେ ମୁହଁ ଖୋଲିଛନ୍ତି ପୀଡିତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe