ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ଛାମୁଆ ନେତାଙ୍କ ଦାଦାଗିରି । ଏମିତି ଏକ ସଂଗୀନ ମାମଲା ଆସିଛି ଗଂଜାମ ଜିଲ୍ଲାରୁ । ଗଂଜାମ ଏନ୍ଏସି ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ ଅଭିଯୋଗ କାରିଣୀ ମହିଳା କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ପରେ ବି ନିରାଶ ହୋଇଛନ୍ତି । ଏନେଇ କନକ ନ୍ୟୁଜରେ ମୁହଁ ଖୋଲିଛନ୍ତି ପୀଡିତା ।
ଗଂଜାମରେ ମହିଳା ଇଂଜିନିୟରଙ୍କୁ ବିଜେଡି ନେତାଙ୍କ ଧମକ୍
/kanak/media/post_attachments/wp-content/uploads/2016/06/vlcsnap-2016-06-08-21h00m30s831.png)