ବିଜେଡି ବନାମ ବୈଜୟନ୍ତ : ବିଜେଡି ରାଜନୀତିରେ ଏକ ରୋଚକ ମୋଡକୁ ନେଇ ଏବେ ଚର୍ଚ୍ଚା

ବିଜେଡି ବନାମ ବୈଜୟନ୍ତ : ବିଜେଡି ରାଜନୀତିରେ ଏକ ରୋଚକ ମୋଡକୁ ନେଇ ଏବେ ଚର୍ଚ୍ଚା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବିଜେଡି ରାଜନୀତିରେ ଏକ ରୋଚକ ମୋଡକୁ ନେଇ ଏବେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ପରେ ଏପଟେ ଦଳର ସାଂସଦ ବୈଜୟନ୍ତ ପଣ୍ଡା ମୋଦିଙ୍କୁ ପ୍ରଶଂସା କରିଛନ୍ତି ।ଏହି ମାମଲାରେ ଆଜି ବିଜେଡି ପରୋକ୍ଷରେ ବୈଜୟନ୍ତଙ୍କୁ ସତର୍କ କରାଇଦେଇଛି ।ଦଳର ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, ସାଂସଦ ବୈଜୟନ୍ତ ପଣ୍ଡା ଦଳର ମୁଖିଆଙ୍କ ସହ ଆଲୋଚନା କରି ମନ୍ତବ୍ୟ ଦେବା ଉଚିତ ।ବୈଜୟନ୍ତ କହିଥିଲେ, ଆମେରିକାର ସଂସଦରେ ମୋଦି ଭାଷଣ ଦେବାପରେ ଏକ ବିରାଟ ପରିବର୍ତନ ଆସିଛି । ଯାହା ୧୫ ବର୍ଷ ଧରି ହୋଇନଥିଲା ତାହା ଏବେ ହୋଇଛି ବୋଲି କହିଥିଲେ ବୈଜୟନ୍ତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe