କନକ ବ୍ୟୁରୋ : କ୍ୟାମେରାରେ ରେକର୍ଡ ହେଲା ବିଜେଡିର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଆଉ ଏକ କାରନାମା । ଗତକାଲି ନବୀନ ନିବାସରେ ବିଜେପି କର୍ମୀଙ୍କୁ ମାଡ ମାରିବା ପାଇଁ ଆହ୍ୱାନ ଦେବା ପରେ ଆଜିର ଏକ ଭିଡିଓ ଆପଣଙ୍କୁ ଚକିତ କରିଦେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆକ୍ଷେପ କରିବାକୁ ପଛାଇନାହାñନ୍ତି ପ୍ରଶାନ୍ତ ଜଗଦେବ । ବିଚ୍ ରାସ୍ତାରେ ବିଧାୟକଙ୍କ ଦାଦାଗିରି । ନବୀନ ବାବୁଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଆକ୍ଷେପ କରୁଛନ୍ତି ପ୍ରଶାନ୍ତ । ନିଜ ସରକାରୀ କ୍ୱାଟର ଆଗରେ ଏକ ଚାଳି ହୋଟେଲ ତିଆରିକୁ ନେଇ ରାଗିଯାଇଥିଲେ ବେଗୁନିଆ ବିଧାୟକ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Screen-shot-2016-10-07-at-7.52.58-PM.png)