କନକ ବ୍ୟୁରୋ: ଆଗକୁ ନିର୍ବାଚନ, ଏଥିପାଇଁ ଜୋରଦାର ହୋଇଛି ମାନସମନ୍ଥନ । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜୁ ଯୁବ ଜନତା ଦଳ । ଏନେଇ ଆଜି ଶଙ୍ଖ ଭବନରେ ବିସ୍ତୃତ ଆଲୋଚନା ଚାଲିଛି । ଯୁବ ଗୋଷ୍ଠୀର ଭୋଟ ହାତେଇବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି । ଶିକ୍ଷା, ରୋଜଗାର ଭଳି ପ୍ରସଙ୍ଗ ନେଇ ଯୁବପୀଢ଼ୀଙ୍କ ପାଖକୁ ଯିବ ଦଳ । କିଛି ଦିନ ପୂର୍ବରୁ ନବୀନ ନିବାସରେ ମଧ୍ୟ ଆଲୋଚନା ହୋଇଥିଲା ।
ବିଜେଡି ସରକାର କଲେ ଯୁବକଙ୍କ ପାଇଁ ଆଣିବ ସ୍ୱତନ୍ତ୍ର ବଜେଟ । ଦଳ ଦେଲା ଏଭଳି ପ୍ରତିଶ୍ରୁତି...
/kanak/media/post_attachments/wp-content/uploads/2024/03/33-21.jpg)