ଆସିଲା ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ

ଆସିଲା ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ

କନକ ବ୍ୟୁରୋ : ବିଜେଡି ତରଫରୁ ୨୦୨୪ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି କ୍ରମରେ ଦଳ ଏଥର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ରେଙ୍ଗାଲି- ସୁଦର୍ଶନ ହରିପାଲ
ରାଉରକେଲା- ସାରଦା ନାୟକ
ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ
କେନ୍ଦୁଝର- ମୀନା ମାଝୀ
ରାଇରଙ୍ଗପୁର- ରାଇସିନ୍ ମୁର୍ମୁ
ବାଲେଶ୍ୱର- ସ୍ୱରୂପ ଦାସ
ବାରବାଟୀ କଟକ- ପ୍ରକାଶ ବେହେରା
ସାଲେପୁର- ପ୍ରଶାନ୍ତ ବେହେରା
ଜୟଦେବ- ନବକିଶୋର ମଲ୍ଲିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe