କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ବିଧାନସଭା :
ବ୍ରଜରାଜନଗର-ଅଳକା ମହାନ୍ତି
ଝାରସୁଗୁଡା - ଦିପାଳି ଦାସ
ଆଠମଲ୍ଲିକ - ନଳୀନ କାନ୍ତ ପ୍ରଧାନ
ତଳସରା –ବିଜୟ ଟପ୍ପୋ
ସୁନ୍ଦରଗଡ-ଯୋଗେଶ ସିଂ
ବଣାଇ - ଭୀମସେନ ଚୌଧୁରୀ
ବାରିପଦା – ସନନ୍ତ ମାର୍ଣ୍ଡି
ରାଜଗାଙ୍ଗପୁର - ଅନୀଲ ପର୍ବା
ଉଦଳା –ଶ୍ରୀନାଥ ସୋରେନ
ବୀରମହାରାଜପୁର - ପଦ୍ମନାଭ ବେହେରା
ଯଶୀପୁର –ଚକ୍ରଧର ହେମ୍ବ୍ରମ
ବଡସାହି -ଅନସୂୟା ପାତ୍ର
ମୋରଡା - ପ୍ରୀତିନନ୍ଦା କାନୁନଗୋ
ସୋର – ମାଧବ ଧଡା
ଖଡିଆଳ - ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ-ଜୟଶ୍ରୀ କହଁର
ମାହାଙ୍ଗା - ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ-ରମାକାନ୍ତ ଭୋଇ
ଜଗତସିଂହପୁର - ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର ଉତ୍ତର – ଶୁସାନ୍ତ କୁମାର ରାଉତ
ଏକାମ୍ର - ଅଶୋକ ପଣ୍ଡା
ଖଲ୍ଲିକୋଟ – ସୂର୍ଯ୍ୟମଣି ବୈଦ୍ୟ
ଆସ୍କା – ମଞ୍ଜୁଳା ସ୍ୱାଇଁ
ବ୍ରହ୍ମପୁର – ରମେଶ ଚାଉପଟ୍ଟନାୟକ
ପାରଳାଖେମୁଣ୍ଡି – ରୂପେଶ ପାଣିଗ୍ରାହୀ
ମୋହନା - ଅନ୍ତର୍ଯ୍ୟାମୀ ଗମାଙ୍ଗ
ପଟାଙ୍ଗୀ - ପ୍ରଫୁଲ୍ଲ ପାଙ୍ଗୀ

ଲୋକସଭା-
ବଲାଙ୍ଗୀର-ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ-ମଞ୍ଜୁଲତା ମଣ୍ଡଳ
ବରଗଡ- ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନଞ୍ଜୟ ସିନ୍ଧୁ