ଆଉ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଜାଣନ୍ତୁ କେଉଁ ଆସନରୁ ଲଢିବ କିଏ?

7,826

କନକ ବ୍ୟୁରୋ : ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ସପ୍ତମ ପର୍ଯ୍ୟାୟରେ ୬ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି ।

ବରୀ : ବିଶ୍ୱରଞ୍ଜନ ମଲ୍ଲିକ
ହିନ୍ଦୋଳ : ମହେଶ ସାହୁ
ରଘୁନାଥପଲ୍ଲୀ : ଅର୍ଚ୍ଚନାରେଖା ବେହେରା
ବାଲିକୁଦା-ଏରସମା : ସାରଦା ପ୍ରସନ୍ନ ଜେନା
କାକଟପୁର : ତୁଷାରକାନ୍ତି ବେହେରା
ବାଙ୍ଗିରିପୋଷି : ରଞ୍ଜିତା ମାରାଣ୍ଡି
ଏବେ ସୁଦ୍ଧା ବିଜେଡି ୧୪୧ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆହୁରି ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।